Não gostou? Não há problema! Pode devolver os artigos até 30 dias
Não há como errar com um vale de oferta. O presenteado pode escolher qualquer produto da nossa oferta.
Até 30 dias para devoluções
'ସାହିତ୍ୟ: ସୀମା ଓ ସୀମାତୀତ' ପୁସ୍ତକର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଯାହା କିଛି ରହିଛି ଜ୍ଞାନର ଦିଗ ଦିଗନ୍ତ ସର୍ବତ୍ର ସାହିତ୍ୟ ଯେ, ବିରାଜିତ ତାହା ପ୍ରମାଣ କରିଦେବାରେ ଏହା ଲେଖକଙ୍କ ଏକ ଅଭିନବ ନିରଭିମାନ ନିବେଦନ । ତେଣୁ ସବୁ ସ୍ତରର ପାଠକ ପାଠିକାଙ୍କ ପାଇଁ ଏହା ଯେ, ନବ-ଚିନ୍ତନର ବିରଳ ଉପାଦାନ ପ୍ରଦାନରେ ପ୍ରଭାବଦୀପ୍ତ, ଏହା ଉପଲବ୍ଧି କରିପାରିବେ ପ୍ରକୃତ ସଜ୍ଜନ । ସେ ଦୃଷ୍ଟିରୁ ଏହାର ବିପୁଳ ଆଦୃତି ଆମେ ଆଶା କରୁଛୁ ।
Olá! Sou o Libroamiko, o seu conselheiro de livros.
Como posso ajudar?