LIBRISTO
LIBROAMANTO
obrigatório
Faça parte de uma comunidade de amantes de livros de todo o mundo e tenha acesso a uma série de benefícios. Crie uma conta gratuitamente
0
Correio DHL 7.99 Correio DPD 4.49 Ponto DPD 3.99 Correio GLS 5.49 Correio MRW 5.49 Ponto GLS 4.49

Arddhasatyara Chhai

Língua OdiaOdia
Livro Capa mole
Livro Arddhasatyara Chhai Swarnalata Mohapatra
Código Libristo: 50132361
Editoras BLACK EAGLE BOOKS, novembro 2025
ଏଇ ସାତବର୍ଷ ଭିତରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଗୁଡ଼ିକ ମଧ୍ୟରୁ, ବାରଟି ଗଳ୍ପକୁ ନେଇ ମୋର ଏହି ଦ୍ୱିତୀୟ... Descrição completa
? points 40 b
16.54
Armazenamento externo Envio em 14-21 dias

Até 30 dias para devoluções


Os clientes também compraram


ଏଇ ସାତବର୍ଷ ଭିତରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଗୁଡ଼ିକ ମଧ୍ୟରୁ, ବାରଟି ଗଳ୍ପକୁ ନେଇ ମୋର ଏହି ଦ୍ୱିତୀୟ ଗଳ୍ପ ସଂକଳନ 'ଅର୍ଦ୍ଧସତ୍ୟର ଛାଇ'।

ଦୃଶ୍ୟ ପଛରେ ଯାହା ଲୁଚିଥାଏ, ସ୍ୱପ୍ନ ଓ ସ୍ମୃତିରେ ଯାହା ଉଚ୍ଚାରିତ ହୁଏ- ସେଇ ହେଉଛି 'ଅର୍ଦ୍ଧସତ୍ୟର ଛାଇ'।

ଯେମିତି ଏଥିରେ ଥିବା 'କୋଇଲି' ଗପଟି କେବଳ ଗପ ନୁହେଁ, ଏହା ମୋ ପିଲାଦିନର ଅଭୁଲା ସ୍ମୃତି। ଆମସ୍କୁଲ, ସ୍କୁଲ ଫେରନ୍ତା ବାଟ, ବାଟରେ ପଡ଼ୁଥିବା ପୁରୁଣା ଡାକବଙ୍ଗଳା ଏବଂ ବଡ଼ଘର ଫାଟକ ବାହାରେ ହାତପାତି ବସିଥିବା ଗରିବ ଝିଅ।

ଇତି ମଧ୍ୟରେ ଦୀର୍ଘ ପଞ୍ଚତିରିଶ ବର୍ଷରୁ ଅଧିକ ସମୟ ବିତିସାରିଛି। ଅନେକ କଥା ସ୍ମୃତି ସିଲଟରୁ ଲିଭି ଯାଇଥିବା ବେଳେ, କାହିଁକି କେଜାଣି ସେଇ ଦୃଶ୍ୟ ଗୁଡ଼ିକୁ ମୁଁ କେବେ ଭୁଲି ପାରିଲି ନାହିଁ।

- ଏ ସବୁର ଚିତ୍ର 'କୋଇଲି' ଗଳ୍ପରେ ଝଲସି ଉଠିଛି।

ଜଙ୍ଗଲ ରାସ୍ତାରେ ଝିଅଟିଏ ଆଞ୍ଜୁଳାରେ ଆଞ୍ଜୁଳେ ସ୍ୱପ୍ନର ଫୁଲ ଧରି ବିଦେଶୀବାବୁଙ୍କ ବାଟକୁ ଚାହିଁ ବସିଛି। କଥାଦେଇ ଭୁଲି ଯାଇଛନ୍ତି ବାବୁ। ଚାଲି ଯାଇଛନ୍ତି ବହୁତ ଦୂର, ଆଉ ତାକୁ ଦିନେ ଭୁଲି ଯାଇଛନ୍ତି। ଅପେକ୍ଷାରତ କଅଁଳ ହାତରୁ ଖସି ପଡ଼ିଛି ସ୍ୱପ୍ନରଫୁଲ। ବିଛାଡ଼ି ହୋଇ ପଡ଼ିଛି ରାସ୍ତା ସାରା।

ଫୁଲ ସାଉଁଟୁ ସାଉଁଟୁ ଝିଅଟି ଚତୁଃପାର୍ଶ୍ୱର କୋଳାହଳ ଭିତରେ ନିଜକୁ ହଜାଇ ଦେଇଛି ନା' ନିଜେ ହଜିଯାଇଛି, ସେ କଥା କହିଛି ଗଳ୍ପ 'ୠଣାନୁବନ୍ଧ'।

ଏମିତି କିଛି ଅନ୍ତରଙ୍ଗ ଅନୁଭବ ଆଉ କିଛି ଶୁଣାକଥା ବା କୌଣସି ଘଟଣାର ଖିଅ ଧରି ଗଢ଼ା ଯାଇଥିବା ଗଳ୍ପଗୁଚ୍ଛକୁ ନେଇ ଏଇ 'ଅର୍ଦ୍ଧସତ୍ୟର ଛାଇ'।

Atriz & Poliglota
EWA KASP para
Reproduzir vídeo
Ewa Kasp
A Libristo tem a maior seleção de literatura estrangeira. É por isso que compro os meus livros aqui.

Sobre o livro

Nome completo Arddhasatyara Chhai
Língua Odia
Encadernação Livro - Capa mole
Data de emissão 2025
Número de páginas 146
EAN 9781645607694
ISBN 1645607690
Código Libristo 50132361
Peso 194
Dimensões 140 x 216 x 8
Ofereça este livro hoje
É fácil
1 Adicione ao carrinho e escolha Entregar como presente ao finalizar a compra 2 Receberá um vale 3 O livro chegará ao endereço do destinatário

Iniciar sessão

Inicie sessão na sua conta. Não tem uma conta Libristo? Crie uma agora!

 
obrigatório
obrigatório

Não tem uma conta? Descubra os benefícios de ter uma conta Libristo!

Com uma conta Libristo, terá tudo sob controlo.

Crie uma conta Libristo
Conselheiro de livros Libroamiko
Olá, sou o Libroamiko, posso ajudar?