LIBRISTO
LIBROAMANTO
obrigatório
Faça parte de uma comunidade de amantes de livros de todo o mundo e tenha acesso a uma série de benefícios. Crie uma conta gratuitamente
0
Correio DHL 7.99 € Correio DPD 4.49 € Ponto DPD 3.99 € Correio GLS 5.49 € Correio MRW 5.49 € Ponto GLS 4.49 €

Ama Chalani Ama Chamaka

Língua OdiaOdia
Livro Capa mole
Livro Ama Chalani Ama Chamaka Indramani Jena
Código Libristo: 44458239
Editoras BLACK EAGLE BOOKS, novembro 2023
ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର‌୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉ... Descrição completa
? points 46 b
18.85 €
Armazenamento externo Envio em 9-13 dias

Até 30 dias para devoluções


Os clientes também compraram


Refiguring American Film Genres Nick Browne / Livro Capa mole
common.buy 38.11 €
El bastón de Virginia Laurent Sagalovitsch / Livro Capa mole
common.buy 12.60 €
Commentary on 1 Corinthians David E Pratte / Livro Capa mole
common.buy 18.34 €
Tibeti szél Száraz Miklós György / Livro Livro de capa dura
common.buy 11.49 €
Heritage Industry Robert Hewison / Livro Capa mole
common.buy 45.57 €
L'Année du cochon Mola / Livro Capa mole
common.buy 26.21 €
Em breve Novo
Allgemeine Wirtschaftslehre Andreas Biela / Livro Capa mole
common.buy 53.56 €
Contribution à l'étude de la folie communiquée et simultanée Gaëtan Gatian de Clérambault / Livro Capa mole
common.buy 11.99 €
The virtue of the Arabs in advancing maritime knowledge Ibrahim Muhammad Al-Fahham / E-book Adobe ePub DRM
common.buy 13.11 €
Archives Volume 4: 1988-1989 Riot / Áudio CD de áudio
common.buy 20.76 €
Outlaw Masters of Japanese Film Chris D / Livro Capa mole
common.buy 40.73 €
Professor Charlotte Stein / E-book Adobe ePub DRM
common.buy 8.57 €
Ukelele Para Principiantes Academic Music Studio / Livro Capa mole
common.buy 34.18 €
Death of King Arthur Simon Armitage / Livro Capa mole
common.buy 14.81 €

ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର‌୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ । 

ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି ।

ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ ।

ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ 'ବିଜୟିନୀ' ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।


Atriz & Poliglota
EWA KASP para
Reproduzir vídeo
Ewa Kasp
A Libristo tem a maior seleção de literatura estrangeira. É por isso que compro os meus livros aqui.

Sobre o livro

Nome completo Ama Chalani Ama Chamaka
Língua Odia
Encadernação Livro - Capa mole
Data de emissão 2023
Número de páginas 252
EAN 9781645604792
ISBN 1645604799
Código Libristo 44458239
Peso 360
Dimensões 140 x 216 x 15
Ofereça este livro hoje
É fácil
1 Adicione ao carrinho e escolha Entregar como presente ao finalizar a compra 2 Receberá um vale 3 O livro chegará ao endereço do destinatário

Iniciar sessão

Inicie sessão na sua conta. Não tem uma conta Libristo? Crie uma agora!

 
obrigatório
obrigatório

Não tem uma conta? Descubra os benefícios de ter uma conta Libristo!

Com uma conta Libristo, terá tudo sob controlo.

Crie uma conta Libristo
Conselheiro de livros Libroamiko
Olá, sou o Libroamiko, posso ajudar?